ରାଜଧାନୀରେ ପୁଣି ରକ୍ତଛିଟା : ଛୁରାମାଡ଼ରେ ଗୋଟିଏ ପରିବାରର ସ୍ୱାମୀଙ୍କର ମୃତ୍ୟୁ, ସ୍ତ୍ରୀ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ବିଳମ୍ବିତ ରାତିରେ ଯୁବକଙ୍କୁ ହତ୍ୟା କରାଯାଇଛି। ବିଧାନସଭାର ମାତ୍ର ୫୦ ମିଟର ଦୂରରେ ରାଜଧାନୀର ଆଇଜି ପାର୍କ ସମୁଖ ପୋଷ୍ଟ ଅଫିସ୍ ସାମ୍ନାରେ ହତ୍ୟାକାଣ୍ଡ ଘଟିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାଛଡ଼ା ସେମାନଙ୍କର ଛୋଟ ପିଲାର ବି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା … Continue reading ରାଜଧାନୀରେ ପୁଣି ରକ୍ତଛିଟା : ଛୁରାମାଡ଼ରେ ଗୋଟିଏ ପରିବାରର ସ୍ୱାମୀଙ୍କର ମୃତ୍ୟୁ, ସ୍ତ୍ରୀ ଗୁରୁତର